Tag » Balangir

Milk Shake ❤

Accept what people offer, Drink their milkshakes, Take their love.

Balangir

Grill Sandwich

Happiness is…a crispy and oozing grilled cheese sandwich

Now Order Online http://www.trupticafe.com

Balangir

French Fry

Order Online : http://www.trupticafe.com

French Fries and Ketchup

We go Together like French Fries and Ketchup ❤

Balangir

MAGNUM

Made with Belgian Chocolate

kwality walls Truffle Ice Cream, 80 ml

MRP: Rs 80(Inclusive of all taxes)

Balangir

କୋରୋନା ର ଦ୍ଵିତୀୟ ଲହର: ୧୯୭୧-୧୯୭୫ ରେ ହୋଇଥିବା ବସନ୍ତ ମହାମାରୀ ର ମାନେ ପକାଇ ଦେଲା। (कोरोना की दूसरी लहर ने 1971-75 में फैली बसंत महामारी की याद दिला दी है।)

अन्नपूर्णा महालिंग:

ସ୍ଵର୍ଗତ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ବସନ୍ତ ମହାମାରି ର ବିଶାଳ କଟକଣା ର ଆବିର୍ଭାବ ଦେଖା ଦେଇଥିଲା । 1971 ରୁ 1975 ମସିହା ପର୍ଯ୍ୟନ୍ତ ବସନ୍ତ ମହାମାରି ର ଆକ୍ରାନ୍ତରେ ସାରା ବିଶ୍ବରେ ହାହାକାର ମାଚି ଯାଇଥିଲା । ମନୁଷ୍ୟ ଜୀବନର କୌଣସି ମୂଲ୍ୟ ନଥିଲା । ଯିଏ ଯୁଆଡେ ଗଲେ ସେଆଡେ ମୃତ୍ୟୁ ହେଉଥିଲା। କେହି କାହା ଘରକୁ ଯାଉ ନ ଥିଲେ। ନିଜ ଘରେ ତାଟି ଦେଇ ରହୁ ଥିଲେ। ଯେତେ ଆବଶ୍ୟକ ହେଲେ ମଧ୍ୟ କେହି କାହାଠାରୁ ଖାଦ୍ୟ ଆଣୁ ନ ଥିଲେ କିମ୍ବା କେହି କାହାକୁ ସ୍ପର୍ଶ ମଧ୍ୟ କରୁ ନଥିଲେ । ବସନ୍ତ ରୋଗରୁ ରକ୍ଷା ପାଇବା ପାଇଁ କେବଳ ଘରୋଇ ଉପଚାର କରୁଥିଲେ । ଘିଅ, ମହୁ, ତୁଲସୀ, ଗୋରୁଚୂନା, ଦହି, ନିମ ପତ୍ର, ହଳଦୀ କୁ ମିଶ୍ରଣ କରି ବଟିକା ପ୍ରସ୍ତୁତ କରି ସେବନ କରୁଥିଲେ। ବସନ୍ତ ଭୂତାଣୁ କୁ ମାରିବା ପାଇଁ ନିଆରେ ଝୁଣା ପକାଇ ତାର ଧୂଆଁ କୁ ମଧ୍ୟ ବ୍ୟବହାର କରୁଥିଲେ। ତଥାପି ବସନ୍ତ ରୋଗର ଆକ୍ରାନ୍ତ ବଢି ଚାଲିଥିଲା। ଦିନ ପରେ ଦିନ ହଜାର ହଜାର ସଂଖ୍ୟା ରେ ଲୋକ ମରୁଥିଲେ। ମୃତ୍ୟୁ ପରେ ସବ ଗୁଡିକୁ ଘୋଷାଡ଼ି ନେଇ ନଦୀ, ନାଳ, ଜଙ୍ଗଲ ରେ ଫିଙ୍ଗି ଦେଉଥିଲେ। ବସନ୍ତ ମହାମାରୀ ର ଲକ୍ଷଣ – ଜ୍ଵର, ଝାଡା, ବାନ୍ତି, ତଣ୍ଟି, ଗୋଡ-ହାତ ବିନ୍ଧା ଓ ଦେହରେ ସହସ୍ର ସଂଖ୍ୟାରେ ହାଡଫୁଟି ଦେଖା ଯାଉଥିଲା। … 879 altre parole

युवाओं की सोच